Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗତ ଚାରିବର୍ଷ ହେଲା ଭୁବନେଶ୍ବରର ଏହି ହୋଟେଲକୁ ଆସୁଥିଲେ ମୃତ ସେନା ଅଧିକାରୀ

Jitendra Dash
Browse all articles by Jitendra Dash
·2 years ago
ଗତ ଚାରିବର୍ଷ ହେଲା ଭୁବନେଶ୍ବରର ଏହି ହୋଟେଲକୁ ଆସୁଥିଲେ ମୃତ ସେନା ଅଧିକାରୀ

ଅର୍ଗସ ବ୍ୟୁରୋ : ଭୁବନେଶ୍ବରର ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର । ତାଙ୍କ ନାଁ ମିର୍ ସିଂହ, ବୟସ ୪୩ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ବରର ଏହି ହୋଟେଲକୁ ଆସୁଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେ ଝାଡ଼ଖଣ୍ଡ CRPF ୨୧୪ ବାଟାଲିୟନରେ କନଷ୍ଟେବଳ ଭାବେ କାମ କରନ୍ତି । ଗତ ୨୦ ତାରିଖରୁ ସେ ଛୁଟିରେ ଅଛନ୍ତି । ସେ କାହିଁକି ଭୁବନେଶ୍ବର ଆସିଥିଲେ, କେମିତି ତାଙ୍କର ମୃତ୍ୟୁ ହେଲା ସେନେଇ ପୋଲିସ ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar ex army officer suicide case | Argus News