Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇଟେକ୍‌ ବିସ୍ଫୋରଣ ତାତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

Jitendra Dash
Browse all articles by Jitendra Dash
·2 years ago
ହାଇଟେକ୍‌ ବିସ୍ଫୋରଣ ତାତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ଅର୍ଗସ ବ୍ୟୁରୋ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ । ହାଇଟେକ୍‌ ବିସ୍ଫୋରଣ ଘଟଣା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ । ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ ପକ୍ଷରୁ ଟମାଟୋ ମାଡ଼। ଭୁବନେଶ୍ବର ସରକାରୀ ବାସଭବନ ଉପରକୁ ଟମାଟୋ ମାରିଲେ ଆନ୍ଦୋଳନକାରୀ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବସଭବନ ଉପରକୁ ଟମାଟୋ ମାଡ କରିବା ସହ ହାଇଟେକ୍ ହସ୍ପିଟାଲ ଲାଇସେନ୍ସ ରଦ୍ଧ କରିବା ସହ ମାଲିକଙ୍କ ଗିରଫ ଦାବି କରିଛନ୍ତି । ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନର ସଦସ୍ୟ ମାନେ ବାଇକ୍ ରାଲିରେ ଆସି ନାରାବାଜି କରିଥିଲେ । ପୋଲିସ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar hi-tech medical issues | Argus News