ହାଇଟେକ୍ ମେଡ଼ିକାଲରେ ବିସ୍ଫୋରଣ, ୪ ଜଣ ଆହତ
·2 years ago

ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲରେ ଅଘଟଣ । ଫାଟିଲା ଅକ୍ସିଜେନ ସିଲିଣ୍ଡର । ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ସୂଚନା । ମରାମତି କାମ ଚାଲିଥିବା ବେଳେ ହୋଇଥିଲା ବିସ୍ଫୋରଣ । ସିକ୍ୟୁରିଟି ଗାର୍ଡ ଓ ଷ୍ଟାଫ ଆହତ ହୋଇଥିବା ନେଇ ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
