Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁତ୍ରିମ ଭିଡ଼ ସୃଷ୍ଟି କରି ଲୁଟ କରୁଛନ୍ତି ଲୁଟେରା

Odisha

କୁତ୍ରିମ ଭିଡ଼ ସୃଷ୍ଟି କରି ଲୁଟ କରୁଛନ୍ତି ଲୁଟେରା

Jitendra Dash
Browse all articles by Jitendra Dash
·2 years ago·1 min read
କୁତ୍ରିମ ଭିଡ଼ ସୃଷ୍ଟି କରି ଲୁଟ କରୁଛନ୍ତି ଲୁଟେରା

ଅର୍ଗସ ବ୍ୟୁରୋ : ବସ୍ ଷ୍ଟପରେ ଛିଡା ହେଉଥିଲେ ସାବଧାନ । କୁତ୍ରିମ ଭିଡ଼ ସୃଷ୍ଟି କରି ଲୁଟ କରୁଛନ୍ତି ଲୁଟେରା । ନୟାପଲ୍ଲୀ ନାବାର୍ଡ ନିକଟରେ ଥିବା ବସ୍ ଷ୍ଟପରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୋଲିସ ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ସହ ୨୦ ହଜାର ଟଙ୍କା ଜବତ । ଗତକାଲି ଏହି ଲୁଟେରା ମାନେ ମୋଟ ୫୦,୦୦୦ ଟଙ୍କା ଲୁଟ କରିଛିବା ଜଣା ପଡ଼ିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମିଳିଥିବା ଏହି ସୂଚନାକୁ ଆଧାର କରି ପାଟ୍ରୋଲିଙ୍ଗ ଟିମ ନାବାର୍ଡ ବସ ରହଣି ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କର ତଲାସି ବେଳେ ପୋଲିସ ପ୍ରତ୍ଯେକଙ୍କ ନିକଟରୁ ଗୋଟିଏ ଲେଖାଏଁ ହିସାବରେ ମୋଟ ୫ଟି ମୋବାଇଲ ଫୋନ ଏବଂ ପ୍ରତ୍ଯେକଙ୍କ ନିକଟରୁ ୪୦୦୦ ଟଙ୍କା ହିସାବରେ ମୋଟ ୫୦,୦୦୦ ଟଙ୍କା ଜବତ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Loot Case | Argus News