ରାଜଧାନୀରେ ଲଭ-ସେକ୍ସ-ଧୋକା
·2 years ago

ଅର୍ଗସ ବ୍ୟୁରୋ : ପ୍ରେମିକ ଘର ଆଗରେ ପ୍ରେମିକା । ବୃଦ୍ଧା ଆଇକୁ ଧରି ଧାରଣା ଦେଲେ ମହିଳା । ଭୁବନେଶ୍ୱର ତପୋବନ ବସ୍ତିରେ ଦେଖିବାକୁ ମିଳିଛି ଘଟଣା । ମହିଳାଙ୍କ ଅଭିଯୋଗ ମୁତାବକ ସେ ୨୦୨୦ ମାର୍ଚ୍ଚ ୨୨ରେ ସୁରେଶ ବିଶ୍ୱାଳଙ୍କୁ ବିବାହ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ମିଛ କହି ସୁରେଶ ତାଙ୍କୁ ଛାଡି ଦେଇ ଥିଲେ । ବର୍ତ୍ତମାନ ସୁରେଶ ବିଜେଡିର କିଛି ନେତାଙ୍କୁ ନେଇ ସମ୍ପୃକ୍ତ ମହିଳାଙ୍କୁ ଡରାଉଛନ୍ତି ବୋଲି ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: