Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୫ଟି ମୋବାଇଲ ସହ ଚୋରକୁ ବାନ୍ଧିଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
୧୫ଟି ମୋବାଇଲ ସହ ଚୋରକୁ ବାନ୍ଧିଲା ପୋଲିସ

ଅର୍ଗସ ବ୍ୟୁରୋ : ଚୋରି ମୋବାଇଲକୁ ବିକ୍ରି ପାଇଁ ଯାଉଥିବା ବେଳେ ଚୋରକୁ ମାଡ଼ି ବସିଲା ପୋଲିସ । ସହିଦ ନଗର ଲେବୁଲ କ୍ରସିଂ ପାଖରେ ମୋବାଇଲ୍ ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିଲା ଚୋର । ୧୫ଟି ମୋବାଇଲ ସହ ଚୋରକୁ ବାନ୍ଧିଲା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚକେଇ ସିଆଣି କବି ନାୟକ ଦୀର୍ଘଦିନ ଦିନ ହେବ ମୋବାଇଲ ଚୋରି କରୁଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଇଥିଲା । ଆଜି ସକାଳେ ମୋବାଇଲ ବିକ୍ରି ପାଇଁ କବି ସ୍ବାଇଁ ଆସିଥିବା ବେଳେ ସହିଦ ନଗର ପୋଲିସ ତାଙ୍କୁ ଗିରଫ କରିଥିଲା । ୧୫ ଟି ଚୋରି ମୋବାଇଲ ଜବଦ ହେଇଥିବା ବେଳେ ଅନ୍ୟ ଥାନା ମାନଙ୍କରେ ଅଭିଯୁକ୍ତ ନାଁରେ ଅଭିଯୋଗ ଥିବା ଜଣା ପଡ଼ିଛି । ବିଶେଷ କରି ଚୋରି ମୋବାଇଲର ସିକ୍ରେଟ୍ ଲକକୁ ଚୋର କେମିତି ଫିଟାଉଛନ୍ତି ସାଇବର ଥାନାକୁ ଜଣାଇଛି ପୋଲିସ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar mobile theft case | Argus News