Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଜ ମୋହତ୍ସବରେ ବସିବାକୁ ନେଇ ହୋଇଥିଲା ଗଣ୍ଡଗୋଳ

Jitendra Dash
Browse all articles by Jitendra Dash
·2 years ago
ରଜ ମୋହତ୍ସବରେ ବସିବାକୁ ନେଇ ହୋଇଥିଲା ଗଣ୍ଡଗୋଳ

ଅର୍ଗସ ବ୍ୟୁରୋ : ଧଉଳି ଥାନା ସାମନ୍ତରାପୁର ପାଟଣା ଅଞ୍ଚଳରେ ବୟସ୍କ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଧଉଳି ଥାନା ପୋଲିସ । ଅଭିଯୁକ୍ତର ନାଁ ନିଲୁ ପଣ୍ଡା । ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ୨୦୧୯ରେ ହୋଇଥିଲା ଏହି ହତ୍ୟାକାଣ୍ଡ । ୪ବର୍ଷ ପରେ ଅଭିଯୁକ୍ତକୁ ସରଦେଇ ପୁରରୁ ଗିରଫ କରିଛି ପୋଲିସ । ରଜ ମୋହତ୍ସବରେ ବସିବାକୁ ନେଇ ହୋଇଥିଲା ଗଣ୍ଡଗୋଳ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar murder case | Argus News