ନୂଆ ବର୍ଷରେ ଆସିବେ ଚିତା ବାଘ ଓ ଧଳା ସିଂହ
·2 years ago

ଅର୍ଗସ ବ୍ୟୁରୋ : ନୂଆ ବର୍ଷରେ ନନ୍ଦନକାନନକୁ ଆସିବ ନୂଆ ଅତିଥି । ନନ୍ଦନକାନନକୁ ଆସିବ ଚିତା ବାଘ ଓ ଧଳା ସିଂହ । ଏ ନେଇ ଦୁବାଇ ଚିଡ଼ିଆ ଖାନା ସହ ଆଲୋଚନା ସରିଛି । ଆଲି ପୁରରୁ ଆଉ ଏକ ଜିରାଫ ଅଣାଯିବା ନେଇ ପିସିସିଏଫଙ୍କ ମଧ୍ୟ ସୂଚନା । ସେପଟେ ଆସନ୍ତା ୩ ବର୍ଷ ଭିତରେ ନନ୍ଦନକାନନର ରୂପରେଖ ବଦଳିବ । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ମାଷ୍ଟର ପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିସାରିଥିବା ପିସିସିଏଫଙ୍କ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: