|
logo
Live
Argus News App
GET APP

Argus News - ଲୋୟର ପିଏମଜିରେ ଗର୍ଜିଲେ ଫନି କ୍ଷତିଗ୍ରସ୍ତ

Odisha

ଲୋୟର ପିଏମଜିରେ ଗର୍ଜିଲେ ଫନି କ୍ଷତିଗ୍ରସ୍ତ

Jitendra Dash
Browse all articles by Jitendra Dash
·2 years ago
ଲୋୟର ପିଏମଜିରେ ଗର୍ଜିଲେ ଫନି କ୍ଷତିଗ୍ରସ୍ତ

ଅର୍ଗସ ବ୍ୟୁରୋ : ଲୋୟର ପିଏମଜିରେ ଗର୍ଜିଲେ ଫନି କ୍ଷତିଗ୍ରସ୍ତ । ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଓ ଓଡିଶା ଜନଶକ୍ତି ମଞ୍ଚ ପକ୍ଷରୁ ହୋଇଛି ସମାବେଶ । ଫନି ବାତ୍ୟା ରେ କ୍ଷତିଗ୍ରସ୍ତ ହୋଇ ଜୀବନ ଜୀବିକା ହରାଇଥିବା ପୁରୀ ଜିଲ୍ଲାର 9ଟି ବ୍ଲକର ଲୋକେ ଏହି ସମାବେଶରେ ସାମିଲ ହୋଇଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମସ୍ତ କ୍ଷତିଗ୍ରସ୍ତ ପରିବାର ବାରମ୍ବାର ଜନ ପ୍ରତିନିଧି ଏବଂ ସରକାରଙ୍କୁ ସମସ୍ୟା ବିଷୟରେ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । 5 ଦଫା ଦାବିରେ ଲୋୟରପିଏମଜିରେ ଦୁଇ ସଂଗଠନ ପକ୍ଷରୁ ଧାରଣା ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲୋୟର ପିଏମଜିରେ ଗର୍ଜିଲେ ଫନି କ୍ଷତିଗ୍ରସ୍ତ | Argus News