Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସ ନାଁ ଗୁଣ୍ଡା !

Jitendra Dash
Browse all articles by Jitendra Dash
·2 years ago
ପୋଲିସ ନାଁ ଗୁଣ୍ଡା !

ଅର୍ଗସ ବ୍ୟୁରୋ : ପୋଲିସ ନାଁ ଗୁଣ୍ଡା ! ଭାଇରାଲ ହେଲା ପୋଲିସର ୨୯ ନମ୍ବର ୱାର୍ଡ କର୍ପୋରେଟରଙ୍କୁ ମାଡ ମାରିବାର ଭିଡିଓ । କୌଣସି ଏକ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ମଞ୍ଚେଶ୍ବର ଥାନା ASI ଓ କର୍ପୋରେଟରଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ କର୍ପୋରେଟରଙ୍କୁ ଗିରଫ କରିଥିଲା ପୋଲିସ ହେଲେ ଗିରଫ ପରେ ଗୁଣ୍ଡା ସାଜିଥିଲା ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ନେଇ ଏବେ କର୍ପୋରେଟରଙ୍କ ପରିବାର ଠୁ ନେଇ ବିଜେପି ଏହାକୁ ଦୃଢ ନିନ୍ଦା କରିଛି । ପୋଲିସକୁ କିଏ ଏଭଳି ବ୍ୟବହାର କରିବାକୁ ପୋଲିସକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛି ବିଜେପି ଏହା ସହ ତୁରନ୍ତ ଏଭଳି ପୋଲିସ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar Police Attack | Argus News