Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଯୁବକ

Jitendra Dash
Browse all articles by Jitendra Dash
·2 years ago
ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଯୁବକ

ଅର୍ଗସ ବ୍ୟୁରୋ : ରାଜଧାନୀରେ ଛତିଥରା ଦୃଶ୍ୟ । ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ । ଯାହାକୁ କେବେ କେହି ଦେଖିନଥିବେ କି ଜାଣି ନଥିବେ । ଏତେ ନିଷ୍ଠୁର କ’ଣ ପାଇଁ ହେଲେ ଯୁବକ ଜଣକ ? ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ବଡ଼ଗଡ଼ ଥାନା କେସୁରା ଗାଁରେ  । ୮ ବର୍ଷ ତଳେ ବିବାହ କରିଥିଲେ ଲକ୍ଷ୍ମଣ । ତାଙ୍କର ଏବେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି । ଅଟୋ ଚଲାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପରିବାର ଭିତରେ ସେମିତି କିଛି ସମସ୍ୟା ନଥିଲା ବୋଲି ଚର୍ଚ୍ଚା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar suicide case | Argus News