ଝାଡୁ ଛାଡ଼ି ରାଜଧାନୀରେ କରୁଛନ୍ତି ଆନ୍ଦୋଳନ
·2 years ago

ଅର୍ଗସ ବ୍ୟୁରୋ : ଦ୍ବିତୀୟ ଦିନରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ । ଝାଡୁ ଛାଡ଼ି ରାଜଧାନୀରେ କରୁଛନ୍ତି ଆନ୍ଦୋଳନ । ଗତକାଲି ସର୍ବନିମ୍ନ ଦରମା ୧୫ ହଜାର ଦାବି ନେଇ ଧାରଣାକୁ ଓହ୍ଲାଇଥିଲେ । ଆଜି ବି ଜାରି ରହିଛି ବିକ୍ଷୋଭ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦରମା ବୃଦ୍ଧି ପାଇଁ ଅନେକ ଦିନରୁ ବିଏମସି ନିକଟରେ ଦାବି ଜଣେଇ ଆସିଥିବା ବେଳେ, ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ଏମାନେ । ଆନ୍ଦୋଳନ ଯୋଗୁ ଭୁବନେଶ୍ବରର ପ୍ରାୟ ସମସ୍ତ ୱାର୍ଡରେ ସଫେଇ କାମ ଠପ୍ ହୋଇରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: