Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ହିଞ୍ଜିଳିରେ ବଡ ଦୁର୍ଘଟଣା ; ୨ ମୃତ , ୧୨ ଗୁରୁତର

Odisha

 ହିଞ୍ଜିଳିରେ ବଡ ଦୁର୍ଘଟଣା ; ୨ ମୃତ , ୧୨ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago
 ହିଞ୍ଜିଳିରେ ବଡ ଦୁର୍ଘଟଣା ; ୨ ମୃତ , ୧୨ ଗୁରୁତର

ବ୍ରହ୍ମପୁର : ହିଞ୍ଜିଳିରେ ବଡ଼ ଦୁର୍ଘଟଣାରେ ୨ ଦଣ୍ଡୁଆ ମୃତ, ୧୨ ଗୁରୁତର । ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ଯାଉଥିବା ଭ୍ୟାନ୍ ଓଲଟିଲା । ଦଣ୍ଡନାଚ କରିବା ପାଇଁ ଭ୍ୟାନ୍‌ରେ ଯିବାବେଳେ ଦୁର୍ଘଟଣା ଘଟିଛି । ଗାଙ୍ଗପୁର ଥାନା ପାଇଲିପଡ଼ା ଦହିମୁଣ୍ଡୁଳିରୁ ଭ୍ୟାନ୍ ଯାଉଥିବାବେଳେ  ହିଞ୍ଜିଳିକାଟୁ ମୁଖ୍ୟ ରାସ୍ତାରେ ଥିବା ପୋଲରେ ଧକ୍କା ହୋଇଥିଲା ଭ୍ୟାନ୍ । ସମସ୍ତ ଗୁରୁତର ଦଣ୍ଡୁଆ ବ୍ରହ୍ମପୁର ଏମକେସିଜି(MKCG) ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Big accident in Hinjili; 2 dead, 12 serious | Argus News