Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପହଣ୍ଡି ବିଜେ ବେଳେ ବଡ ଅଘଟଣ , ୫ ସେବାୟତ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ପହଣ୍ଡି ବିଜେ ବେଳେ ବଡ ଅଘଟଣ , ୫ ସେବାୟତ ଆହତ

ଅର୍ଗସ ବ୍ୟୁରୋ : ପହଣ୍ଡି ବିଜେ ବେଳେ ବଡ ଅଘଟଣ। ବଳଭଦ୍ର ଙ୍କ ପହଣ୍ଡି ସମୟରେ ବଡ ଅଘଟଣ। ରଥ ଚାରମାଳ ଉପରେ ମୁହଁ ମାଡି ପଡିଗଲେ ପ୍ରଭୁ ବଳଭଦ୍ର। ଡୋର ଖସି ଯିବାରୁ ଘଟିଲା ଏଭଳି ଅଘଟଣ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ।୫ ଜଣ ସେବାୟତ ଆହତ ।

ଅଧିକ ପଢନ୍ତୁ ଓଡିଶା ଖବର

ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।୫ ଜଣ ସେବାୟତ ଆହତ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big accident in Pahandi, 5 injured | Argus News