ଛତିଶଗଡ଼ରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା , ୧୬ ହାର୍ଡକୋର ମାଓବାଦୀ ଗିରଫ
·2 years ago

ମାଲକାନଗିରି : ଛତିଶଗଡ଼ ରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା । ଗିରଫ ହେଲେ ୧୬ ହାର୍ଡକୋର ମାଓବାଦୀ । ବିଜାପୁର କୋତବାଲି ଥାନା ଅଂଚଳରୁ drg ଓ crpf ଙ୍କ ମିଳିତ ଅପରେସନ ରେ 11 ମାଓବାଦୀ ଗିରଫ ହୋଇଛନ୍ତି । ସେହିଭଳି ଅସୁର ଥାନା ଅଂଚଳ ରୁ drg ଓ crpf ଙ୍କ ମିଳିତ ଅପରେସନ ରେ ଆଉ 5 ମାଓବାଦୀ ଗିରଫ ହୋଇଛନ୍ତି ।
ଅଧିକ ପଢନ୍ତୁ : ଛତିଶଗଡ଼ରେ ଏନକାଉଣ୍ଟର, ୪ ନକ୍ସଲଙ୍କ ନିହତ
ଗିରଫ ହୋଇଥିବା ସମସ୍ତ ନକ୍ସଲ ବିଭିନ୍ନ ସମୟରେ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ବେଳେ ଛତିଶଗଡ଼ରେ ଘଟିଥିବା ଅନେକ ହିଂସା ଘଟଣାରେ ଏମାନେ ସାମିଲ ଥିବା କଥା ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: