Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁ ଜନତା ଦଳର ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ

Jitendra Dash
Browse all articles by Jitendra Dash
·2 years ago
ବିଜୁ ଜନତା ଦଳର ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳର ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ । ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧରି ପଡ଼ା ସାହି ବୁଲି ମହିଳା ମାନଙ୍କୁ ଗ୍ରୁପ ପିଛା ଦଶ ହଜାର ଟଙ୍କା ଦେଉଥିବା ଭିଡିଓ ଲାଗିଛି ଅର୍ଗସ ହାତରେ । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଟିର ମହିଳା ବୁଲି ବୁଲି ଟଙ୍କା ବଣ୍ଟା କରୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ହାରିବା ଭୟରେ ବିଜେଡି ଏବେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧରି ଟଙ୍କା ଦେଉଛି । ବିଜୁ ଜନତା ଦଳ ଗୋଷ୍ଟି ପିଛା ଦଶ ହଜାର ମୁଣ୍ଡ ପିଛା ଏକ ହଜାର ଟଙ୍କା ଦେଉଛି । ପଇସା ଦେଇ ବିଜେଡି ଭୋଟ କିଣୁଛି। ସମ୍ବଲପୁର ଚେରୁଆପଡ଼ା, ମୋଦୀପଡ଼ା, ହାଉସିଂ ବୋର୍ଡ କଲୋନୀ ରେ ମୁଣ୍ଡ ପିଛା ଏକ ହଜାର ଟଙ୍କା ଦେଉଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Janata Party's money distribution campaign in the dark night | Argus News