|
logo
Live

Argus News - ବିଜେପିକୁ ଫେରିଲେ ବିମ୍ବାଧର କଅଁର

Odisha

ବିଜେପିକୁ ଫେରିଲେ ବିମ୍ବାଧର କଅଁର

Jitendra Dash
Browse all articles by Jitendra Dash
·1 year ago
ବିଜେପିକୁ ଫେରିଲେ ବିମ୍ବାଧର କଅଁର

ଅର୍ଗସ ବ୍ୟୁରୋ : ବିଜେପି ଫେରିଲେ ବିମ୍ବାଧର କଅଁର । ପୂର୍ବତନ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପଶ୍ଚିମ ଓଡ଼ିଶାର ପରିଚିତ ନେତା ବିମ୍ବାଧର କଅଁର । ୨୦୧୪ରେ ବିଜେପି ଛାଡି ବିଜେଡିରେ ମିଶିଥିଲେ ବିମ୍ବାଧର । ହେଲେ ଆଜି ପୁଣି ପୁରୁଣା ଦଳ ବିଜେପିକୁ ଫେରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ତାଙ୍କ ଘର ବାହୁଡା ହୋଇଛି ।  ଦଳକୁ ଫେରିବା ବେଳେ ବିଜେଡି ଉପରେ ବର୍ଷିଛନ୍ତି ବିମ୍ବାଧର । ବିଜେଡି ଫଣ୍ଡ ମ୍ୟାନେଜ ମେଣ୍ଟ ଓ ଖଣି ଚାନ୍ଦାର ଗୁମର ଖୋଲିଛନ୍ତି ବିମ୍ବାଧର । ତାଙ୍କ ସହ ସମ୍ବଲପୁରର ମହିଳା ନେତ୍ରୀ ନିବେଦିତା ନାୟକ ଏବଂ ଯୁବ ନେତା ସରୋଜ ଭୂୟାଁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେପିକୁ ଫେରିଲେ ବିମ୍ବାଧର କଅଁର | Argus News