Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବସ ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଚାଳକ ଗୁରୁତର

Odisha

ବସ ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଚାଳକ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
ବସ ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଚାଳକ ଗୁରୁତର

ଅର୍ଗସ ବ୍ୟୁରୋ : ଜଗା କାଳିଆ ବସକୁ ଧକ୍କାଦେଇ ଦୁଇ ବାଇକ୍ ଚାଳକ ଗୁରୁତର । କୁମ୍ଭାରଢ଼ାମୁଣି ପଞ୍ଚାୟତର ପଥରଗଡ଼ ନିକଟରେ ଦୁର୍ଘଟଣା ହୋଇଥିବା ଜଣା ପଡିଛି । ଗୁରୁତର ବାଇକ ଚାଳକମାନେ ହେଲେ ଭାଲେରି ଗ୍ରାମର କାମିମସ୍ତ୍ରୀ ଓ ମୁନାଗୌଡ ବଲି ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଗା କାଳିଆ ବସଟି ଗୁଣୁପୁର ଠାରୁ ବିଷମକଟକ ଆଶୁଥିବା ସମୟରେ ଦୁଇ ବାଇକ ଚାଳକ ବିଷମକଟକ ଠାରୁ ନିଜଗ୍ରାମ ଭାଲେରିକୁ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ବାଇକ ଚାଳକ ବସଟିକୁ ଧକ୍କା ଦେଇଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ବାଇକ୍ ଆରହି ଛିଟିକି ପଡି ଗୁରୁତର ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bissamcuttack road accident | Argus News