Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଢେଙ୍କାନାଳରେ ପଦ୍ମ ଧରିଲେ ବିଜେଡ଼ି ଓ କଂଗ୍ରେସର ବରିଷ୍ଠ ନେତାମାନେ

Odisha

ଢେଙ୍କାନାଳରେ ପଦ୍ମ ଧରିଲେ ବିଜେଡ଼ି ଓ କଂଗ୍ରେସର ବରିଷ୍ଠ ନେତାମାନେ

Jitendra Dash
Browse all articles by Jitendra Dash
·2 years ago
ଢେଙ୍କାନାଳରେ ପଦ୍ମ ଧରିଲେ ବିଜେଡ଼ି ଓ କଂଗ୍ରେସର ବରିଷ୍ଠ ନେତାମାନେ

ଅର୍ଗସ ବ୍ୟୁରୋ : ଢେଙ୍କାନାଳରେ ବଳ ଗୋଟାଉଛି ବିଜେପି । ବିଜେପିର ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ବରିଷ୍ଠ ନେତାମାନେ ପଦ୍ମ ଧରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କଙ୍କଡ଼ାହାଡର ବ୍ଲକ ସଭାପତି କାର୍ତ୍ତିକ ସାହୁ, କଂଗ୍ରେସର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସହ ଅନେକ ନେତା ବିଜେପିରେ ଯୋଗଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଥର ଡବଲ ଇଞ୍ଜିନ ସରକାର ହେବ । ଦେଶବାସୀ ନିଷ୍ପତ୍ତି ନେଇଛନ୍ତି ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD and Congress leaders joined the BJP | Argus News