Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହଟହଟା ହେଲେ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

Jitendra Dash
Browse all articles by Jitendra Dash
·2 years ago
ହଟହଟା ହେଲେ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

ଅର୍ଗସ ବ୍ୟୁରୋ : ହଟହଟା ହେଲେ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋର୍ଡି ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା  କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବିରୋଧ କରିଥିଲେ ଅଞ୍ଚଳବାସୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୨୦୧୭ ମହିସରେ ଅଞ୍ଚଳର ଦୁଇ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର ପ୍ରତିଶ୍ରୁତି ଦେଇଥିଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ନାହିଁ। ଯାହା ଫଳରେ ବୁର୍ଡି ପଞ୍ଚାୟତରେ ତାଙ୍କୁ ବିରୋଧ କରିଥିଲେ ଦୁଇ ଭାଇ । ସେଠାରେ ବିଧାୟକଙ୍କ PSO ଦୁଇ ଭାଇଙ୍କୁ ଠେଲାପେଲା କରିଥିଲେ, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD leader Captain Dibya Shankar Mishra face problem | Argus News