Videos
|
Odisha

କଳଙ୍କିତ ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ କି ବାର୍ତ୍ତା ଦେଉଛି ବିଜେଡି

Jitendra Dash
Browse all articles by Jitendra Dash
·2 years ago·1 min read
କଳଙ୍କିତ ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ କି ବାର୍ତ୍ତା ଦେଉଛି ବିଜେଡି

ଅର୍ଗସ ବ୍ୟୁରୋ : ଆସିଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପାଣ୍ଡିଆନ ଦଳର ଦୁଇ ନମ୍ବର ନେତା ବୋଲି ତାଲିକା ମାଧ୍ୟମରେ ସ୍ପଷ୍ଟ କଲା ବିଜୁ ଜନତା ଦଳ । ଲିଷ୍ଟରେ ୪ ବିବାଦୀୟ ନେତା ରହିଛନ୍ତି । ପ୍ରତାପ ଜେନା, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଶାନ୍ତ ସିଂଙ୍କ ପରି କଳଙ୍କିତ ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ କି ବାର୍ତ୍ତା ଦେଉଛି ବିଜେଡି  ?

ସେହିପରି ଏହି ତାଲିକାରେ ଅନ୍ୟ ମାନେ ହେଲେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ, ଭାସ୍କର ରାଓ, ସୁବାସ ସିଂ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହାନ୍ତ, ମୁନା ଖାଁ, ସୁଲତା ଦେଓ, ରବୀନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ, ପ୍ରତିରଞ୍ଜନ ଘଡେଇ, ପ୍ରଣବ ବଳବନ୍ତରାୟ, ଚିରଞ୍ଜିବି ବିଶ୍ୱାଳ, ରମେଶ ଚନ୍ଦ୍ର ମାଝୀ, ସୁଧୀର ସାମଲ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରିମୟୀ ମିଶ୍ର, ସେକ ନିଜାମୁଦ୍ଦିନ, ଈଶ୍ୱର ପାଣିଗ୍ରାହୀ, ଅମରେଶ ଜେନା, ଏଲିନା ଦାସ ପ୍ରମୁଖ ଅଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: