Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଅର୍ଗସ ବ୍ୟୁରୋ : ବିଜେଡି ଗୁଣ୍ଡାବାହିନୀର ଗୁଣ୍ଡାରାଜ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାରେ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନରସିଂହ ଭତ୍ରାଙ୍କ ଗାଡି ପମ୍ପଚର୍ କରିବା ସହିତ ତାଙ୍କ ଆଇଡି କାର୍ଡଟିକୁ ମଧ୍ୟ ବିଜେଡି କର୍ମୀ ଛଡେଇ ନେଇଯାଇଛନ୍ତି । ମାଡ଼ ମାରିବା ସମୟରେ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଙ୍କୁ ଜୀବନରେ ମାରି ଦେବା ଲାଗି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ ଭତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd workers attacked | Argus News