ରାଜ୍ୟରେ ଦୁର୍ନୀତି ଶାସନର ଅନ୍ତ ହୋଇ ପଦ୍ମ ଫୁଟିବ : ବିଜେପି ନେତା
·2 years ago

ଅର୍ଗସ ବ୍ୟୁରୋ : ଅତାବିରାରେ ବଢୁଛି ବିଜେପିର ଶକ୍ତି । ରାଜ୍ୟ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ ନିଜ ନିର୍ବାଚନ ମଣ୍ଡଳୀ ଅତାବିରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ନିହାର ମହାନନ୍ଦ।ଭୁବନେଶ୍ୱରରୁ ଅତାବିରା ଫେରିବା ପରେ ଦଳୀୟ କର୍ମୀ ଓ ସମର୍ଥକ ଭବ୍ୟ ସ୍ୱାଗତ କରିଥିଲେ । ପରେ ଗୋଡ଼ଭଗାରୁ ଅତାବିରା ଦେଇ ରେଙ୍ଗାଲି କ୍ୟାମ୍ପ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଅତାବିରାରେ ଏଥର ଦୁର୍ନୀତିର ଶାସନର ଅନ୍ତ ହୋଇ ପଦ୍ମ ଫୁଟିବ ବୋଲି କହିଛନ୍ତି ବିଜେପି ନେତା ନିହାର ମହାନନ୍ଦ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
