Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

Odisha

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

Jitendra Dash
Browse all articles by Jitendra Dash
·2 years ago
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ : ହୋଲିରେ ଗୋଷ୍ଠୀ ସଂଘର୍ଷ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେପି-ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ । କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗାୀଁରେ ବିଜେପି-ବିଜେଡି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ।  ଉଭୟ ପକ୍ଷରୁ ୬ ଜଣ ଆହତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମସ୍ତ ଆହତ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି । ବିଜେପି କର୍ମୀ ସୁରେନ୍ଦ୍ର ମଲ୍ଲଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ତିଗିରିଆ ପୋଲିସ ଓ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP-BJD workers clash over political enmity | Argus News