Nuapada By Election / ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ: ୧୧ ରାଉଣ୍ଡ ସୁଦ୍ଧା ବିଜେପିର ବାଜିମାତ୍
·10 months ago·2 min read

Key Points
ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସ୍ନେହାଙ୍ଗିନୀ, ଘାସିରାମଙ୍କୁ ପଛପରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ ।
ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସ୍ନେହାଙ୍ଗିନୀ, ଘାସିରାମଙ୍କୁ ପଛପରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ । ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା…
ଏହାସହ ପଢ଼ନ୍ତୁ: ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ
ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ରହିଛି । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦକ୍ଷତାକୁ ପ୍ରମାଣିତ କରିବ । ଏଗାର ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୫୪,୯୮୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏହାସହ ବିଜେଡି ୧୮,୧୮୪, କଂଗ୍ରେସ ୧୫,୩୩୭ ଭୋଟ ପାଇଥିବା ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ: ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । 36 ହଜାର 796 ଭୋଟରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିଜେଡି ପାର୍ଥୀ ଠାରୁ ଆଗରେ ଅଛନ୍ତି। ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି। ଆଗରେ ରହିଛନ୍ତି ଜୟ ଢୋଲକିଆ। ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି ।
୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ।

Related Topics
Explore more stories