Nuapada By Election / ୧୩ ରାଉଣ୍ଡ ସୁଦ୍ଧା ୪୩, ୨୩୪ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
·10 months ago·1 min read

Key Points
୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ
୬୩,୫୨୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି
ଏହାସହ ବିଜେଡି ୨୦,୨୮୮, କଂଗ୍ରେସ ୨୦,୧୦୩ ଭୋଟ ପାଇଥିବା ଜଣାପଡ଼ିଛି
୬୩,୫୨୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି
ଏହାସହ ବିଜେଡି ୨୦,୨୮୮, କଂଗ୍ରେସ ୨୦,୧୦୩ ଭୋଟ ପାଇଥିବା ଜଣାପଡ଼ିଛି
ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ରହିଛି । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦକ୍ଷତାକୁ ପ୍ରମାଣିତ କରିବ। ୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୬୩,୫୨୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏହାସହ ବିଜେଡି ୨୦,୨୮୮, କଂଗ୍ରେସ ୨୦,୧୦୩ ଭୋଟ ପାଇଥିବା ଜଣାପଡ଼ିଛି।
ଏହି ଖବର ବି ପଢ଼ନ୍ତୁ: ଦ୍ୱାଦଶ ରାଉଣ୍ଡ: ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୩ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ୪୩, ୨୩୪ ଖଣ୍ଡ ଭୋଟରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିଜେଡି ପାର୍ଥୀ ଠାରୁ ଆଗରେ ଅଛନ୍ତି। ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି।
ଏହି ଖବର ବି ପଢ଼ନ୍ତୁ: ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ବହୁ ପଛରେ — ମହୁଆରେ ସଞ୍ଜୟ ସିଂହ ଆଗୁଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗରେ ରହିଛନ୍ତି ଜୟ ଢୋଲକିଆ। ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି ।
Related Topics
Explore more stories