Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

Odisha

ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

Jitendra Dash
Browse all articles by Jitendra Dash
·1 year ago·1 min read
ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଅର୍ଗସ ବ୍ୟୁରୋ : ବାରବାଟୀ-କଟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଆରା ପ୍ରଚାର । ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜି କଟକ ଡଗରପଡ଼ା ହନୁମାନ ମନ୍ଦିର ନିକଟରୁ ବିଜେପି କର୍ମୀ ଏବଂ ସମର୍ଥକଙ୍କ ସହ ଅଲିଶା ବଜାର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ଘରକୁ ଘର ବୁଲି ଭୋଟରଙ୍କ ହାତରେ ଫୁଲ ଦେଇ ଭୋଟ୍ ମାଗିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଘରକୁ ଘର ବୁଲି ସ୍ବାମୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହା ପରେ ପ୍ରତିକ୍ରିୟା ଦେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କଟକରେ ଲୋକ ପଦ୍ମ ଫୁଲ କୁ ଭଲ ପାଉଛନ୍ତି ଏଥର ପଦ୍ମ ଫୁଲ ରେ ଭୋଟ ଦେଇ ଆଶ୍ରିବାଦ କରିବେ । ଅନ୍ୟପଟେ ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସୁଛନ୍ତି କର୍ମୀ ମାନେ ବେଶ ଉତ୍ସହିତ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ କଟକରେ ପ୍ରଭାବ ପକାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Cuttack-Barabati MLA Candidate Purna Chandra Mohapatra Campaign For Election | Argus News