Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Jitendra Dash
Browse all articles by Jitendra Dash
·2 years ago
୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ : ବିଜେପି ବିଧାନସଭା ପ୍ରାର୍ଥୀ । ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘସିପୁରା- ଶମ୍ଭୁନାଥ ରାଉତ, ଭୋଗରାଇ- ଆଶିଷ ପାତ୍ର, ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ, ବରୀ- ଉମେଶ ଜେନା, ବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ- ପ୍ରକାଶ ରଣବିଜୁଳି ନାମ ଘୋଷଣା କରିଚି ବିଜେପି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP has announced candidates for 6 assembly elections | Argus News