Videos
|
Odisha

ବଙ୍ଗୋମୁଣ୍ଡା ବ୍ଲକରେ ବିଭିନ୍ନ ଗାଁ ବୁଲି ବିଜେପିର ଜନ ସମ୍ପର୍କ ଅଭିଯାନ

Jitendra Dash
Browse all articles by Jitendra Dash
·2 years ago
ବଙ୍ଗୋମୁଣ୍ଡା ବ୍ଲକରେ ବିଭିନ୍ନ ଗାଁ ବୁଲି ବିଜେପିର ଜନ ସମ୍ପର୍କ ଅଭିଯାନ

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ  ବିଜେପି ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକର ଖଇରା, ଜୁରାବନ୍ଧ, ତୁରେକେଲା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ସମ୍ମାନୀୟ ଅତିଥି  ଭାବେ ରାଜ୍ୟ ବିଜେପି କୃଷକ । ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ଲର୍କି ଗ୍ରାମରେ ପହଞ୍ଚି ଜନସାଧାରଣଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP Jana Samparka Abhijan Padayatra | Argus News