Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨ ଶହରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହେଲେ

Odisha

୨ ଶହରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହେଲେ

Jitendra Dash
Browse all articles by Jitendra Dash
·2 years ago
୨ ଶହରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହେଲେ

ଅର୍ଗସ ବ୍ୟୁରୋ : ବୈପାରୀଗୁଡାରେ ବିଜେପିର ମିଶ୍ରଣ ପର୍ବ । କାର୍ଯ୍ୟକ୍ରମରେ ୨ ଶହରୁ ଅଧିକ ବିଜେଡି ଓ  କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ମୋଦି ସରକାରଙ୍କ ସୁଶାସନ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖି କୋରାପୁଟ  ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନଙ୍କ ଉପସ୍ଥିତିରେ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୈପାରୀଗୁଡା ବିଜେପି ପକ୍ଷରୁ ସେମାନଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ସେପଟେ ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ, ଦୁର୍ନୀତି ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଜିବି ସାରା ରାଜ୍ୟରେ ଗର୍ଜିଛି ବିଜେପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP merger festival in Bypariguda | Argus News