ଓଡ଼ିଶାରେ ଜେପି ନଡ୍ଡା : କମ୍ପିବ ପ୍ରଚାର ମଇଦାନ
·2 years ago

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନ ବନ୍ଦରରୁ ସିଧାସଳଖ ବ୍ରହ୍ମପୁର ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପ୍ ଯିବେ । ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ । ପରେ ସେ ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ । ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ ଅର୍ଥାତ୍ ଆସନ୍ତାକାଲି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: