Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ବୈଠକ , ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Swayangprajna Mishra
Browse all articles by Swayangprajna Mishra
·1 year ago
ବିଜେପି ବୈଠକ , ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଅର୍ଗସ ବ୍ୟୁରୋ : ଆସନ୍ତା ୧୯ ଓ ୨୦ ତାରିଖରେ ବିଜେପି ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ଯୋଗଦେବାପାଇଁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସେ ସ୍ବାସ୍ଥ୍ୟଗତ କାରଣରୁ ଆସିବେ ନାହିଁ  ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି।

ଅଧିକ ପଢନ୍ତୁ ଓଡିଶା ଖବର

ଆଗାମୀ ଦିନର ରଣନୀତି ଓ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବ ଦଳ । ଶାସକ ଦଳ ହିସାବରେ ଆଗାମୀ ଦିନରେ କଣ କାର୍ଯ୍ୟକ୍ରମ ହାତକୁ ସେ ନେଇ ନିଷ୍ପତି ନିଆଯିବ ଏହାକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP National President JP Nadda will attend the BJP meeting | Argus News