ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
·2 years ago

ଅର୍ଗସ ବ୍ୟୁରୋ : ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗଦେବେ । ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଲୀ ଗସ୍ତ କରିଛନ୍ତି । ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି ଚୂଡାନ୍ତ ହୋଇପାରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏକାକୀ ଲଢେଇ ନେଇ ରାଜ୍ୟ ସଭାପତି କହିଛନ୍ତି, କର୍ମୀ ସମସ୍ତେ କାମରେ ଲାଗିଲେଣି । ସବୁ ଜାଗା ପାଇଁ ସମସ୍ତେ କ୍ରିଷ୍ଟାଲ କ୍ଲିୟର ଅଛନ୍ତି । ଉତ୍ସାହ ଉଦ୍ଦୀପନା ୧୦ ଗୁଣା ବଢ଼ି ଯାଇଛି । ଆହୁରି ପରିଶ୍ରମ କରନ୍ତୁ । ୨ ମାସ ଅଛି ବୋଲି କହିଲେ ରାଜ୍ୟ ସଭାପତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
