Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ବିଜେପି ରାଜ୍ୟ ସଭାପତି

Odisha

ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ବିଜେପି ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago
ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ବିଜେପି ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ନିର୍ବାଚନ ବାବଦରେ ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ହେଲା । ଅନ୍ୟ କୌଣସି ବିଷୟ ଆଲୋଚନା ହୋଇନି । ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। କିଭଳି ସରକାର କରିବ, ସେ ନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବ ନେଇ ଆଲୋଚନା ହୋଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP state president said that BJP will fight the elections alone | Argus News