Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେପି

Jitendra Dash
Browse all articles by Jitendra Dash
·2 years ago
ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେପି

ଅର୍ଗସ ବ୍ୟୁରୋ : ଭୁବନେଶ୍ବରରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ଆଜି ଏବଂ ଆସନ୍ତାକାଲି ବିଜେପିର ବୈଠକ ରହିଛି । ଏଥିରେ ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେପି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ହୋଇପାରେ ଆଲୋଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେପି ଲୋକସଭା ନିର୍ବାଚନ ପାଇଁ ଅଗ୍ରଣୀ ୧୦୦ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ହେଉଥିବା ଘଟଣାରେ, ଓଡ଼ିଶାରୁ ୨ରୁ ୩ ଟି ନାଁ ରହିପାରେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ରାଜ୍ୟରେ ମିଳିତ ସରକାର ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେନ୍ଦ୍ର ନିଷ୍ପତି ନେବ ବୋଲି କହିଛନ୍ତି ତୋମାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will prepare a strategy for the upcoming elections | Argus News