Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଅପାରଗତା ବିରୋଧରେ ଚାର୍ଜସିଟ୍

Odisha

ବିଜେଡି ଅପାରଗତା ବିରୋଧରେ ଚାର୍ଜସିଟ୍

Jitendra Dash
Browse all articles by Jitendra Dash
·2 years ago
ବିଜେଡି ଅପାରଗତା ବିରୋଧରେ ଚାର୍ଜସିଟ୍

ଅର୍ଗସ ବ୍ୟୁରୋ : ବିଜେଡି ଅପାରଗତା ବିରୋଧରେ ଚାର୍ଜସିଟ୍ । ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ । ଚାର୍ଜସିଟ୍ ମାଧ୍ୟମରେ ବିଜେଡି ସରକାରର ବିଫଳତାକୁ ପ୍ରସଙ୍ଗ କରିଛି ବିଜେପି । ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଚାର୍ଜସିଟରେ ସ୍ଥାନିତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାବ୍ୟତିତ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ସମସ୍ୟା ସ୍ଥାନ ପାଇଛି । ଏହି ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବା ଲାଗି ବିଜେପିର ଯୋଜନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's charge sheet against 25 years of BJD government's inefficiency | Argus News