Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାବଧାନ : ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍‌

Jitendra Dash
Browse all articles by Jitendra Dash
·2 years ago
ସାବଧାନ : ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍‌

ଅର୍ଗସ ବ୍ୟୁରୋ : ରାଜଧାନୀକୁ ପୁଣି ଫେରିଲା କଳାକାଚ ଯାଞ୍ଚ ଅଭିଯାନ । ଗାଡ଼ିରେ ଯେକୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି । କୌଣସି ବ୍ୟକ୍ତି ଏହି ନିୟମ ନ ମାନିଲେ ଜୋରିମାନା ଦେବାକୁ ପଡ଼ିବ । ପୋଲିସ ମାମଲା ମଧ୍ୟ ରୁଜୁ କରିପାରିବ । 

୫ ହଜାର ଟଙ୍କା ଜୋରିମାନା କିମ୍ବା ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଗାଡିରେ ଲାଗିଥିବା ଡାର୍କ ଫିଲ୍ମକୁ ବାହାର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଡ଼ି ଗୁଡିକ ବ୍ଲାକ ଫିଲ୍ମ ଲଗାଇ ଅପାରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ନିଶା କାରବାର ଓ ଅପରାଧିକ କାର୍ଯ୍ୟ କଳାପରେ ଲିପ୍ତ ଥିବାରୁ ଏଭଳି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିଆଯାଉଥିବା କହିଛନ୍ତି ପୋଲିସ କମିଶନର ।

Sponsored
Black Glass Car Checking In Bhubaneswar | Argus News