Videos
|
Odisha

ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ ; ଗଣଶିକ୍ଷା ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ ; ଗଣଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହାଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି। ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଆଣିଵା ଆବଶ୍ୟକ ରହିଛି।ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତ ରେ ଭଲ ଜ୍ଞାନ ଆସିବ । ସମୟ ସମୟ ରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି।ଏହାଦ୍ୱାରା ପିଲାଙ୍କ ଗଣିତ ଶିକ୍ଷା ବୃଦ୍ଧି ହେବ।

ଅଧିକ ପଢନ୍ତୁ ଓଡିଶା ଖବର

ଆସନ୍ତାକାଲିଠୁ ସ୍କୁଲ ସ୍ୱାଭାବିକ ସ୍କୁଲ ହେବ। ରାଜ୍ୟ ରେ ପାଣିପାଗ ବଦଳିଛି। ତେଣୁ ସ୍କୁଲ ସ୍ୱାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Block level training will be given in mathematics education; Minister of Public Education | Argus News