Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଡ଼ ମାରିଲେ, ଧାରଣାସ୍ଥଳରୁ ଉଠାଇନେଲେ ବିଏମସିର କର୍ମଚାରୀ

Jitendra Dash
Browse all articles by Jitendra Dash
·2 years ago
ମାଡ଼ ମାରିଲେ, ଧାରଣାସ୍ଥଳରୁ ଉଠାଇନେଲେ ବିଏମସିର କର୍ମଚାରୀ

ଅର୍ଗସ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ଉପରେ ବିଏମସିର ଜୁଲମ । ମାଡ଼ ମାରିଲେ, ଧାରଣାସ୍ଥଳରୁ ଉଠାଇନେଲେ । ଦାବି ତ ପୂରଣ ହେଲାନି । ପ୍ରତିଶ୍ରୁତି ବଦଳରେ ମିଳିଲା ଖାଲି ପ୍ରତାରଣା । ଅନ୍ୟ ସ୍ଥାନରେ ଜାଗା ଦେବାକୁ କହି ମାର୍କେଟ ବିଲ୍ଡିଂରୁ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇଥିଲା ବିଏମସି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଥଇଥାନ କରିବାରେ ବିଫଳ ହେବାରୁ ହକ ଦାବିରେ ୪ ଦିନ ହେବ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଥିଲେ ଦିବ୍ୟାଙ୍ଗ ବ୍ୟବସାୟୀ । କିନ୍ତୁ ଆଜି ଏନଫୋର୍ସମେଣ୍ଟ ଟିମ୍ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କୁ ବଳପୂର୍ବକ ଉଠାଇ ଦିଆଯାଇଛି । ଯଦି ଦାବି ପୂରଣ ନ ହୁଏ ତେବେ ଆତ୍ମାହୁତି ଦେବାକୁ ଚେତାବନୀ ଦିବ୍ୟାଙ୍ଗ ବ୍ୟବସାୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bmc issues | Argus News