ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବଲିଉଡର ପ୍ରଖ୍ୟାତ କମେଡିଆନ ରାଜପାଲ ଯାଦବ
·2 years ago

ଅର୍ଗସ ବ୍ୟୁରୋ : ପୁରୀରେ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ । ମନ୍ଦିର ଯାଇ ଜଗନ୍ନାଥଙ୍କୁ କଲେ ଦର୍ଶନ । ପରିବାର ମଧ୍ୟ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଦର୍ଶନ ପାଇଁ ଗଲାବେଳେ ଖୁବ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ ରାଜପାଲ । ସୁରକ୍ଷା କର୍ମୀ ମାନେ ତାଙ୍କୁ ସ୍ବତନ୍ତ୍ର ଭାବରେ ଦର୍ଶନ ପାଇଁ ନେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁବେଳେ ନିଜର ଏକ ସ୍ଵତନ୍ତ୍ର ଅନ୍ଦାଜର ହାସ୍ୟ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଜପାଲ ନିକଟରେ ଖୁବ୍ ଶୀଘ୍ର ପୁରୀକୁ ନେଇ ହେଉଥିବା ବିବାଦ ଉପରେ ଏକ ଫିଲ୍ମ ବନେଇବାକୁ ଯାଉଛନ୍ତି । ୫୨ ବର୍ଷୀୟ ରାଜପାଲ୍ ବିଭିନ୍ନ ଭାଷାରେ ନିଜର ଫିଲ୍ମ ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: