Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

Jitendra Dash
Browse all articles by Jitendra Dash
·2 years ago
ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ମାରିଛି  KKBN ଡିଭିଜନ । ଶଗଡା ଫାଣ୍ଡିର ବିଭିନ୍ନ ଗ୍ରାମରେ ଲାଗିଥିବା ଏହି ମାଓ ପୋଷ୍ଟରରେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଞ୍ଜେଇ ମାଫିଆଙ୍କୁ ଦଣ୍ଡ ଦେବା ଉଦେଶ୍ୟ ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ପୋଲିସ ପାଇଁ ଗଞ୍ଜେଇ ଚାଷର ପ୍ରସାର ହେଉଛି ବୋଲି କୁହା ଯାଇଛି ।  ମାଓବାଦୀଙ୍କ ଆନ୍ଦୋଳନରେ ପୋଲିସ ବାଧା ସୃଷ୍ଟି କରୁଥିବା ନେଇ ଉଲ୍ଲେଖ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudh district maoist posters | Argus News