Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଳଖିଆ ଦୋକାନରେ ନିଆଁ , ଜାଣିଶୁଣି ଲଗାଯାଇଥିବା ସନ୍ଦେହ

Odisha

ଜଳଖିଆ ଦୋକାନରେ ନିଆଁ , ଜାଣିଶୁଣି ଲଗାଯାଇଥିବା ସନ୍ଦେହ

Swayangprajna Mishra
Browse all articles by Swayangprajna Mishra
·2 years ago
ଜଳଖିଆ ଦୋକାନରେ ନିଆଁ , ଜାଣିଶୁଣି ଲଗାଯାଇଥିବା ସନ୍ଦେହ

କଟକ : ଜଳଖିଆ ଦୋକାନ ଜାଳିଦେଲେ ଦୁର୍ବୁତ୍ତ। ନରସିଂହପୁର ବ୍ଲକ ନିମସାହି ଗ୍ରାମର କୋଠଘର ନିକଟରେ ଥିବା ଶିବକୃଷ୍ଣ ରାଉତଙ୍କ ଜଳଖିଆ ଦୋକାନରେ ଭୋର ସମୟରୁ ଲାଗିଲା ନିଆଁ। କେହି ଦୁର୍ବୃତ୍ତ ନିଆଁ ଲଗାଇଛି ବୋଲି ଦୋକାନ ମାଲିକ ଶିବ କୃଷ୍ଣ ସୂଚନା ଦେଇଛନ୍ତି । ନରସିଂହପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Burned down the breakfast shop | Argus News