Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସ୍ ଦୁର୍ଘଟଣା ; ଡ୍ରାଇଭର ମୃତ, ୧୦ରୁ ଅଧିକ ଆହତ

Odisha

ବସ୍ ଦୁର୍ଘଟଣା ; ଡ୍ରାଇଭର ମୃତ, ୧୦ରୁ ଅଧିକ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ବସ୍ ଦୁର୍ଘଟଣା ; ଡ୍ରାଇଭର ମୃତ, ୧୦ରୁ ଅଧିକ ଆହତ

ଯାଜପୁର : ଯାଜପୁର NH-୧୬ରେ ଭୟଙ୍କର ବସ୍ ଦୁର୍ଘଟଣା । କଡେଇ ଛକ ଓ ବନ୍ଦାଳ ମଝିରେ ଏହି ବସ୍ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତିରେ ଏକ ହାଇୱାକୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ ଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଆହତ ଯାତ୍ରୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାରିପଦାରୁ ଭୁବନେଶ୍ବର ଆସୁଥିଲା ବସ୍ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus accident; Driver dead, more than 10 injured | Argus News