Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧ ଡିସେମ୍ବରରୁ ବସ୍ ଧର୍ମଘଟ, ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ

Odisha

୧ ଡିସେମ୍ବରରୁ ବସ୍ ଧର୍ମଘଟ, ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ

Jitendra Dash
Browse all articles by Jitendra Dash
·2 years ago
୧ ଡିସେମ୍ବରରୁ ବସ୍ ଧର୍ମଘଟ, ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ

ଅର୍ଗସ ବ୍ୟୁରୋ : ପହିଲାରୁ ପୁଣି ବସ୍ ଧର୍ମଘଟ । ଡିସେମ୍ବର ପହିଲାରୁ ରାଜ୍ୟ ତମାମ ବସ୍‌ ଧର୍ମଘଟ ଚେତାବନୀ । ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ । ଆସନ୍ତା ୨୨ରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ପ୍ରଥମେ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବସ୍ ମାଲିକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯଦି ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ସହ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି । ବସ୍ ଧର୍ମଘଟ ପୂର୍ବରୁ ୨୨ ତାରିଖରେ ୧୦୦୦ରୁ ଅଧିକ ବସ୍ ମାଲିକ ନିଜର ଦାବୀ ପୂରଣ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Bus strike from December 1, Home Owners Union warns of bus strike | Argus News