Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଙ୍କଡକୁ କାବୁ କଲେ ଜଙ୍ଗଲ ବିଭାଗର କର୍ମଚାରୀ

Odisha

ମାଙ୍କଡକୁ କାବୁ କଲେ ଜଙ୍ଗଲ ବିଭାଗର କର୍ମଚାରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ମାଙ୍କଡକୁ କାବୁ କଲେ ଜଙ୍ଗଲ ବିଭାଗର କର୍ମଚାରୀ

କଟକ : କାନପୁର ଥାନା ଅଧିନ ସିଆରିଆରେ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼କୁ କାବୁ କରାଯାଇଛି। ରାତି ପାହିଲେ ପ୍ରତିଦିନ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରମଣ କରିଥିଲା।  ପ୍ରାୟ ଶହେ ରୁ ଅଧିକ ଜନସାଧାରଣ ଙ୍କୁ ମାଙ୍କଡ଼ ଘାଇଲା କରିଛି।

ଅଧିକ ପଢନ୍ତୁ ଓଡିଶା ଖବର

ନନ୍ଦନକାନନର ଟ୍ରାନକୁଲାଇଜ ଟିମ ସହିତ ପଶୁ ଡାକ୍ତର ଖାନାର କର୍ମଚାରୀ ଏବଂ ପୂର୍ବ ଜଙ୍ଗଲ ବିଭାଗ ର ରେଞ୍ଜର ସୁବାଷ ଚନ୍ଦ୍ର ରାଉତ ଓ କର୍ମଚାରୀ ଉପସ୍ଥିତ ରହି ମାଙ୍କଡ଼ କୁ କାବୁ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Catch the panicking monkey | Argus News