|
logo
Live

Argus News - ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

Odisha

ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

Jitendra Dash
Browse all articles by Jitendra Dash
·2 years ago
ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଅର୍ଗସ ବ୍ୟୁରୋ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଆଜି ସିବିଏସ୍‌ଇ ପକ୍ଷରୁ ଡାଟା ସିଟ୍‌ ବା ପରୀକ୍ଷା ସୂଚୀ ଜାରି କରାଯାଇଛି । ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନ୍ସରେ ଅନୁଷ୍ଠିତ ହେବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଥମ ପରୀକ୍ଷା ୧୦.୩୦ରୁ ୧୨.୩୦ ଓ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ଯାଏ ଚାଲିବ । ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ କହିଛନ୍ତି, “ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । କିନ୍ତୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହେବ ଓ ମାର୍ଚ୍ଚ ୧୩ରେ ଶେଷ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା | Argus News