ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ସିଡିଏମଓ ଗୁରୁତର
·2 years ago

ଭଦ୍ରକ : ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଅବସର ପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁରୁତର। ଡାକ୍ତର ରଘୁନାଥ ପାଢୀଙ୍କୁ ଛୁରା ମାଡ କରିଥିବା ସୂଚନା । ଘରେ ପଶି ଚୋର ିକରୁଥିବା ସମୟରେ ଛୁରାମାଡ କରିଥିବା ସୂଚନା । ଦୁର୍ବୃତ୍ତଙ୍କୁ ଅଟକାଇବାରୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଆକ୍ରମଣ ପରେ ଫେରାର ହୋଇଥିଲା ଅଭିଯୁକ୍ତ । ୭ରୁ ଅଧିକ ସ୍ଥାନରେ ଛୁରାମାଡ । ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: