Videos
|
Odisha

୨୦୨୩ ପାଇଁ ପଦ୍ମ ପୁରସ୍କାର ଘୋଷଣା, ଓଡ଼ିଶାରୁ ଦୁଇଜଣଙ୍କୁ ପଦ୍ମ ସମ୍ମାନ

Jitendra Dash
Browse all articles by Jitendra Dash
·2 years ago
୨୦୨୩ ପାଇଁ  ପଦ୍ମ ପୁରସ୍କାର ଘୋଷଣା, ଓଡ଼ିଶାରୁ ଦୁଇଜଣଙ୍କୁ ପଦ୍ମ ସମ୍ମାନ

ଅର୍ଗସ ବ୍ୟୁରୋ : ୨୦୨୩ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ଓଡ଼ିଶାରୁ ଦୁଇଜଣଙ୍କୁ ପଦ୍ମ ସମ୍ମାନ । ଗଞ୍ଜାମର ଗୋପିନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ । କ୍ରିଷ୍ଣଲିଲା ଗାୟକ ଗୋପିନାଥଙ୍କୁ ପଦ୍ମ ସମ୍ମାନ । ୧୦୫ ବର୍ଷ ବୟସରେ ଗୋପିନାଥଙ୍କୁ ମିଳିବ ଏହି ସମ୍ମାନ । ଭାଗବତ ପ୍ରଧାନଙ୍କୁ ମିଳବ ପଦ୍ମ ପୁରସ୍କାର ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ସେହିପରି ଶବ୍ଦ ନୃତ୍ୟୁ ଲୋକନୃତ୍ୟ ପାଇଁ ମିଳିବ ପଦ୍ମ ସମ୍ମାନ । ବରଗଡ଼ ଜିଲ୍ଲାର ବାସିନ୍ଦା ଭାଗବତ ପ୍ରଧାନ । କୃଷ୍ଣଲୀଳା ସଂଗୀତରେ ୯୦ ବର୍ଷରୁ ଅଧିକ ଅଭିଜ୍ଞତା । ୨୪ରୁ ଅଧିକ ପାରମ୍ପରିକ ଗାଁ ଆଖଡ଼ାର କରିଛନ୍ତି ପ୍ରତିଷ୍ଠା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Check full list of Padma Shri, Padma Bhushan, Padma Vibhushan awardees | Argus News