ଉଦ୍ଧାର ହେଲେ ୧୭ ଜଣ ନାବାଳିକା ଓ ୪ ନାବାଳକ
·2 years ago

ଅର୍ଗସ ବ୍ୟୁରୋ : କୋରାପୁଟରୁ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ୧୭ ଜଣ ନାବାଳିକା ଓ ୪ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଦାମନଯୋଡ଼ି ଛକରେ ବସ୍କୁ ଅପେକ୍ଷା କରିଥିବା ବେଳେ ଏମାନଙ୍କୁ ଉଦ୍ଧାର କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୩ ଦଲାଲଙ୍କୁ ଅଟକ ରଖି ସେମିଳିଗୁଡ଼ା ପୋଲିସ ତଦନ୍ତ କରୁଛି । ଗତକାଲି ରାତିରେ ନାଲକୋ ଛକରେ ଆନ୍ଧ୍ର ଯିବା ପାଇଁ ଅପେକ୍ଷା କରିଥିଲେ ଶିଶୁ ଶ୍ରମିକ ମାନେ । ନାରାୟଣପାଟଣା, କାକିରିଗୁମା ଅଞ୍ଚଳରୁ ଏମାନଙ୍କୁ 3 ଜଣ ଆନ୍ଧ୍ର ବେପାରୀ ଆଣିଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: