CM Helicopter / ପ୍ରବଳ ବର୍ଷା ପବନ; ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
·3 months ago·2 min read

Key Points
ରାଜଧାନୀରେ ପ୍ରବଳ ବର୍ଷା ପବନ
ଓହ୍ଲାଇପାରିଲାନି CMଙ୍କ ହେଲିକପ୍ଟର
ଶେଷରେ ପୁରୀ ଡାଇଭର୍ଟ ହେଲା
ଓହ୍ଲାଇପାରିଲାନି CMଙ୍କ ହେଲିକପ୍ଟର
ଶେଷରେ ପୁରୀ ଡାଇଭର୍ଟ ହେଲା
ରାଜଧାନୀ ଭୁବନେଶ୍ବରରେ ତାଣ୍ଡବ ରଚିଲା କାଳବୈଶାଖୀ । ପ୍ରବଳ ବର୍ଷା ପବନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ । ପ୍ରବଳ ବର୍ଷାରେ ପରିବେଶ ଧୂଆଁମୟ ପରି ଦିଶିଲା । ଫଳରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର । କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିଲା ନାହିଁ । ଫଳରେ ହେଲିକପ୍ଟରକୁ ପୁରୀ ଡାଇଭର୍ଟ କରାଯାଇଛି । ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପଢନ୍ତୁ ଏହି ଖବର: ୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ
- ହଠାତ୍ ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ
- ପାଗ ସ୍ଥିର ହେବାପରେ ଫେରିବା CM
ପଢନ୍ତୁ ଏହି ଖବର: ୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨ରୁ ୩ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
ରାଜ୍ୟରେ ପ୍ରାକମୌସୁମୀ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆଜି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ବେଳେ ତେଲେଙ୍ଗାନାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ମୌସୁମୀ । ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳ ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଭାଗକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେପଟେ ରାଜ୍ୟରେ ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଜ୍ରପାତ ସହ ଘଣ୍ଟାପ୍ରତି ୬୦ କିମି ବେଗରେ ପବନ ସମ୍ଭାବନା ରହିଛି ।

Related Topics
Explore more stories